Odisha News: nbsp; nbsp;କିଟ୍ ବିଶ୍ୱବିଦ୍ୟାଳୟ ନେବାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ହୋଇଥିବା ଅଭାବନୀୟ ଘଟଣାକୁ ନେଇ ହେବେ ଉଚ୍ଚସ୍ତରୀୟ ଯାଞ୍ଚ । ଆଜି ପଚରାଉଚୁରା ପାଇଁ ଆଉ ୩ ଜଣଙ୍କୁ ନେଇ ନୋଟିସ୍ ଜାରି କରାଯାଇଛି ।