ବୋରିଗୁମ୍ମା ପଢ଼େଇଗୁଡ଼ା ଆଶ୍ରମ ସ୍କୁଲର ନିଖୋଜ ୩ ଛାତ୍ରୀ ଉଦ୍ଧାର

ବୋରିଗୁମ୍ମା ପଢ଼େଇଗୁଡ଼ା ଆଶ୍ରମ ସ୍କୁଲର ନିଖୋଜ ୩ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ସ୍କୁଲ ଠାରୁ ୨/୩ କିମି ଦୂର ଏକ କୁଡ଼ିଆରୁ ୩ ତୃତୀୟ ଶ୍ରେଣୀ ଛାତ୍ରୀ ଉଦ୍ଧାର । ସ୍ଥାନୀୟ ଲୋକଙ୍କ ଖବର ପରେ ବୋରିଗୁମ୍ମା ପୋଲିସ ଉଦ୍ଧାର କରିଥିବା ସୂଚନା । ଖ୍ରୀଷ୍ଟମାସ ଛୁଟି ପରେ କାଲି ଅଭିଭାବକମାନେ ୩ ଛାତ୍ରୀଙ୍କୁ ସ୍କୁଲ ଛାଡ଼ିଥିଲେ। ସ୍କୁଲ୍‌ରେ ଛାଡ଼ିବା ପରେ ଅଭିଭାବକଙ୍କ ପଛରେ ଯାଇ ବାଟବଣା ହୋଇଯାଇଥିଲେ ।

School rescued
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+