ବଜ୍ରପାତରେ ୩ ମୃତ, ୨ ଆହତ
3 killed in lightning strike incident: ବଜ୍ରପାତରେ ୩ ମୃତ ୨ ଆହତ । ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁ ଆଜି ଏପରି ଅଭାବନୀୟ ଘଟଣା ଘଟିଛି । ବର୍ଷା ହେବାରୁ ଗଛ ମୂଳରେ ଛିଡା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।













Click it and Unblock the Notifications