କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ

ଆଜି IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚଞ୍ଚଲ ରଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ଏବେ ବିଏମ୍‌ସି କମିସନର ଦାୟିତ୍ୱରେ ବି ଅଛନ୍ତି । ସେହିଭଳି ଏନ୍‌ ଥିରୁମାଲା ନାଏକଙ୍କୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ମିଳିଛି ।

IAS officer

ଏସ୍‌ଏନ୍‌ ଗିରିଶଙ୍କୁ ମିସନ ଶକ୍ତି ବିଭାଗ ଦାୟିତ୍ୱ । ସୁରେନ୍ଦ୍ର କୁମାର ମୀନାଙ୍କୁ ଏସ୍‌ସି/ଏସ୍‌ଟି ଓ ପଛୁଆବର୍ଗ ଦାୟିତ୍ୱ ମିଳିଥିବା ବେଳେ ଶୁଭଶ୍ରୀ ନନ୍ଦଙ୍କୁ ମିଳିଛି ଯୋଜନା ସଂଯୋଜନା ବିଭାଗ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରେ ୩ IAS ଅଧକାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । ସମର୍ଥ ବର୍ମା, ସ୍ୱଧାଦେବ ସିଂ ଓ ଶାଳିନୀ ପଣ୍ଡିତ କେନ୍ଦ୍ର ଡେପୁଟେସନରେ ଯାଇଛନ୍ତି । ଏହି ୩ ଜଣଙ୍କ ପାଖରେ ବଡ଼ ବଡ଼ ବିଭାଗ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+