Get Updates
Get notified of breaking news, exclusive insights, and must-see stories!

ଘରୁ ଭିତରୁ ମିଳିଲା ୩ ଝୁଲନ୍ତା ମୃତଦେହ

ଢେଙ୍କାନାଳ: ଘର ଭିତରୁ ମିଳିଲା ୩ ଜଣଙ୍କ ଝୁଲନ୍ତା ମୃତଦେହ । ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ସୂଚନା ଅନୁସାରେ ମୃତକ ହେଲେ ବାପା, ଝିଅ ଏବଂ ନାତି । ସମସ୍ତଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

crime news

ସୂଚନା ଅନୁସାରେ, ଢେଙ୍କାନାଳ ସଦର ଥାନା ଖମାର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ୩ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘର ବାହାରେ ଅଛନ୍ତି ବୃଦ୍ଧା ମାଆ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ବାପା ଏବଂ ୪୦ ବର୍ଷୀୟ ଝିଅ ଏବଂ ୧୬ ବର୍ଷିୟ ନାତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+