ଭୟଙ୍କର ଶବ୍ଦରେ ଥରିଲା ୩ ଜିଲ୍ଲା

ଭୟଙ୍କର ଶଦ୍ଦରେ ଥରିଲା ୩ ଜିଲ୍ଲା

ଯାଜପୁର: ଭୟଙ୍କର ଶବ୍ଦରେ ଥରିଲା ରାଜ୍ୟର ୩ ଜିଲ୍ଲା । ଭୟରେ ଘର ଭିତରୁ ଲୋକେ ବାହାରକୁ ଚାଲିଆସିଥିଲେ । ବଡ଼ ବୋମା ଭଳି ଭୟଙ୍କର ଶବ୍ଦରେ ଥରିଲା ଭଦ୍ରକ, ଯାଜପୁର, କେନ୍ଦୁଝର । କେଉଁ କାରଣରୁ ଏଭଳି ଶଦ୍ଦ ହେଲା କିଛି ସ୍ପଷ୍ଟ ହୋଇପାରି ନାହିଁ । ଭୟବିତ ଅବସ୍ଥାରେ ସ୍ଥାନୀୟ ଲୋକେ । ସେପଟେ ରାଜ୍ୟରେ ଭୂମିକମ୍ପ ନେଇ ଆଶଙ୍କା କରାଯାଉଥିବା ବେଳେ, ଭୂମିକମ୍ପ ହୋଇ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Odisha

ସୂଚନା ଅନୁସାରେ, ଆଜି ଏକ ଭୟଙ୍କର ଶବ୍ଦରେ ଥରିଥିଲା ରାଜ୍ୟର ୩ ଜିଲ୍ଲା । ଭଦ୍ରକ, ଯାଜପୁର, ଆନନ୍ଦପୁର ଅଞ୍ଚଳରେ ସୃଷ୍ଟି ହୋଇଥିବା ପ୍ରଚଣ୍ତ ଶବ୍ଦରେ ଥରି ଉଠିଥିଲା ଘରଦ୍ୱାର । ଶବ୍ଦର ତୀବ୍ରତା ଏତେ ଅଧିକ ରହିଥିଲା ଯେ ରାଜ୍ୟର ତିନୋଟି ଜିଲ୍ଲାରେ ବହୁ ଅଞ୍ଚଳକୁ ଶୁଭିଥିଲା । ଏହି ଘଟଣାକୁ ପାଖାପାଖି ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ସମସ୍ତ ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+