Get Updates
Get notified of breaking news, exclusive insights, and must-see stories!

ଆମ୍ବ ଟାକୁଆ ଖାଇ ୩ ମୃତ୍ୟୁ ମାମଲା: କନ୍ଧମାଳରେ ଖାଦ୍ୟ କମିଶନ ଟିମ

Kandhamal News: ଆମ୍ବ ଟାକୁଆ ଖାଇ ୩ ମୃତ୍ୟୁ ମାମଲାର ତଦନ୍ତ ପାଇଁ କନ୍ଧମାଳରେ ପହଞ୍ଚିଛି ଖାଦ୍ୟ କମିଶନ ଟିମ । ଏହି ଟିମ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଗସ୍ତ କରିଛି । ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ ଏବଂଅନ୍ୟ ପୀଡ଼ିତଙ୍କ ସହ ଆଲୋଚନା ମଧ୍ୟ କରିବା ନେଇ ସୂଚନା ରହିଛି ।

ସେହିପରି ସ୍ଥାନୀୟ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନର ସ୍ଥିତି ବିଷୟେରେ ଅନୁଧ୍ୟାନ କରିବେ କମିଶନ । ଏହି ଗସ୍ତ ସମୟରେ ଟିମ୍ ବିଭିନ୍ନ କ୍ଷେତ୍ର ପରିଦର୍ଶନର କରିବା ସହ ରାସନ ସାମଗ୍ରୀ ବଣ୍ଟନର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ କମିଶନ । ସେହିପରି ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ମଧ୍ୟ କରିବେ ।

Kandhamal

ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ତୁମୁଡିବନ୍ଧ ବ୍ଲକ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯାଞ୍ଚ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ର ଯାଇ ଯାଞ୍ଚ କରିବେ ଏହି ଟିମ । ସେହିପରି ଶୁକ୍ରବାର ଦିନ ଏହି ଟିମ ଫୁଲବାଣୀ ଗସ୍ତରେ ଯିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା କରିବା ନେଇ ସୂଚନା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+