୨୦୨୭ ଜନଗଣନା ପାଇଁ ଆରମ୍ଭ ହେଲା ୩ ଦିନିଆ ପ୍ରାକ୍‌ ପ୍ରଶିକ୍ଷଣ, ୩୪ ଲକ୍ଷ ଶିକ୍ଷକ କରିବେ ଜନଗଣନା

୨୦୨୭ ଜନଗଣନା ପାଇଁ ଆରମ୍ଭ ହେଲା ୩ ଦିନିଆ ପ୍ରାକ୍‌ ପ୍ରଶିକ୍ଷଣ। ଟ୍ୱିନ୍‌ ସିଟି ସହ ମୟୂରଭଞ୍ଜ, ନବରଙ୍ଗପୁରରେ ଆଜିଠୁ ପ୍ରଶିକ୍ଷଣ । ରାଜ୍ୟର ୪ ଟି ସ୍ଥାନରେ ନଭେମ୍ବର ୧୦ରୁ ୩୦ ଯାଏଁ ପ୍ରାକ୍ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଜନଗଣନା। ଏଥର ପେପର୍‌ ନୁହେଁ ମୋବାଇଲ ଆପ୍‌ରେ ହେବ ଜନଗଣନା ।

pre-training
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+