Get Updates
Get notified of breaking news, exclusive insights, and must-see stories!

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ବଗି

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ୱାଗନ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଳ ଫାଟକରେ ଲାଇନଚ୍ୟୁତ ହେଲା କୋଇଲା ପରିବହନ କରୁଥିବା ରେଳଗାଡି l ହାୱଡା-ନାଗପୁର ରେଳ ପଥରେ କୋଇଲା ନେଇ ଯାଉଥିବା ଲାଇନ ଚ୍ୟୁତ ହୋଇଛି l କୌଣସି ବଡ଼ ଧରଣର ଅଘଟଣ ଘଟି ନାହିଁ l

3 coaches of a freight train derailed

ଟ୍ରେନ ଲାଇନଚ୍ୟୁତ ହେବା ପରେ ବେଲପାହାଡ ରେଳ ଫାଟକକୁ ବନ୍ଦ କରାଯାଇଛି l ଫଳରେ ଫାଟକ ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ସୂଚନା ମିଳିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+