ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼

ଖଲ୍ଲିକୋଟ: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼, ଯାହା ପରେ ଆଶାନ୍ତ ହୋଇ ପଡିଛି ଖଲ୍ଲିକୋଟ । ରାଜନୈତିକ ହିଂସାକୁ କେନ୍ଦ୍ର କରି କେଶପୁର ଛକରେ ଥିବା ଦିଲ୍ଲୀପ ପାହାନଙ୍କ ଟାଇଲସ ଓ ମାର୍ବଲ ଦୋକାନ ସାମ୍ନାରେ ବୋମା ମାଡ଼ ହୋଇଥିବା ନେଇ ସୂଚନା ରହିଛି ।

khallikote

ଦୁର୍ବୃତ୍ତ ଘଟଣାସ୍ଥଳରେ ୩ଟି ବୋମା ମାଡ଼ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତେବେ ରାଜନୈତିକ ତିକ୍ତତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+