ନିଆଁ ହଜାଇଛି ନିଦ ; ୩ ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ
ହୁ' ହୁ' ଜଳିଲାଣି ଜଙ୍ଗଲ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ ଚିନ୍ତା ବଢାଇଛି । ରାଜ୍ୟରେ ଜଙ୍ଗଲ ଜଳିବା ସହ ସବୁଜବନାନୀ ନଷ୍ଟ ହେବାରେ ଲାଗିଛି । ଗତ ୫ ବର୍ଷର ଜଙ୍ଗଲ ନିଆଁ ତଥ୍ୟ ନିଦ ହଜାଇ ଦେଇଛି ।













Click it and Unblock the Notifications