Get Updates
Get notified of breaking news, exclusive insights, and must-see stories!

ନୂଆ ଥାନା ଏବଂ ଫାଣ୍ଡି ପ୍ରତିଷ୍ଠା ପାଇଁ ୨୭ଟି ପ୍ରସ୍ତାବ ଆସିଛି: ପୃଥ୍ୱୀରାଜ ହରିଚନ୍ଦନ

ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି । ଆଇନ ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ଟି ପ୍ରସ୍ତାବ ଆସିଛି । ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ ବିଭାଗ ତା ଉପରେ ନିଷ୍ପତ୍ତି ନେବ । ଯେଉଁ ଯେଉଁ ଜାଗାରେ ସମ୍ଭାବନା ଅଛି ଥାନା ଏବଂ ଫାଣ୍ଡି ନିର୍ମାଣ ପାଇଁ ସେଗୁଡ଼ିକ ଉପରେ ବିଭାଗ ବିଚାର କରିବ।

ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି,ଥାନା ନିର୍ମାଣ ପାଇଁ ଏକ ପଲିସି ରହିଛି ଏବଂ ଥାନା ନିର୍ମାଣ ପାଇଁ କିଛି କ୍ରାଇଟେରିଆ ରହିଥାଏ । ସେଗୁଡିକ ହେଲା, ଜନସଂଖ୍ୟା, କ୍ଷେତ୍ରଫଳ, ଆଇନଶୃଙ୍ଖଳା, ନକ୍ସଲ କାର୍ଯ୍ୟକଳାପ, ଅପରାଧୀ ପରିସଂଖ୍ୟାନ, ସହରୀକରଣ ଓ ଶିଳ୍ପା୍ୟାନ, ସାମ୍ପ୍ରଦାୟିକ ସମ୍ବେଦନଶୀଳତା, ସଂଯୋଗୀକରଣ ଓ ଯୋଗାଯୋଗ ବ୍ୟବସ୍ତା ଭଳି ଆଠଗୋଟି ଆବଶ୍ୟକତା ରହିଛି । ଥାନା ଏବଂ ଫାଣ୍ଡି ପାଇଁ ଯଦି ଏଭଳି ପ୍ରସ୍ତାବ ଆସେ, ତେବେ ସେଠାରେ ଫାଣ୍ଡି ବା ଥାନା ନିର୍ମାଣ ପାଇଁ ଅନୁମତି ମିଳିଥାଏ।

Prithviraj Harichandan

ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି,ଥାନା ନିର୍ମାଣ ପାଇଁ ଏକ ପଲିସି ରହିଛି ଏବଂ ଥାନା ନିର୍ମାଣ ପାଇଁ କିଛି କ୍ରାଇଟେରିଆ ରହିଥାଏ | ସେଗୁଡିକ ହେଲା, ଜନସଂଖ୍ୟା, କ୍ଷେତ୍ରଫଳ, ଆଇନଶୃଙ୍ଖଳା, ନକ୍ସଲ କାର୍ଯ୍ୟକଳାପ, ଅପରାଧୀ ପରିସଂଖ୍ୟାନ, ସହରୀକରଣ ଓ ଶିଳ୍ପା୍ୟାନ, ସାମ୍ପ୍ରଦାୟିକ ସମ୍ବେଦନଶୀଳତା, ସଂଯୋଗୀକରଣ ଓ ଯୋଗାଯୋଗ ବ୍ୟବସ୍ତା ଭଳି ଆଠଗୋଟି ଆବଶ୍ୟକତା ରହିଛି | ଥାନା ଏବଂ ଫାଣ୍ଡି ପାଇଁ ଯଦି ଏଭଳି ପ୍ରସ୍ତାବ ଆସେ, ତେବେ ସେଠାରେ ଫାଣ୍ଡି ବା ଥାନା ନିର୍ମାଣ ପାଇଁ ଅନୁମତି ମିଳିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+