Get Updates
Get notified of breaking news, exclusive insights, and must-see stories!

ସଂକଟ ମୋଚକ ସାଜିଛି ଓଡିଶା, ଦେଶର ବିଭିନ୍ନ ରାଜ୍ୟକୁ ଯୋଗେଇ ଦେଇଛି 1221 ଟନରୁ ଅଧିକ ଅକ୍ସିଜେନ

ଓଡିଶାରୁ ବର୍ତ୍ତମାନ ସୁଦ୍ଧା 112ଟି ଟ୍ୟାଙ୍କର ଯୋଗେ 2112.051 ଟନ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

ଭୁବନେଶ୍ବର: ଓଡିଶାରୁ ବର୍ତ୍ତମାନ ସୁଦ୍ଧା 112ଟି ଟ୍ୟାଙ୍କର ଯୋଗେ 2112.051 ଟନ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିଆଣାକୁ ଅକ୍ସିଜେନ ପଠାଯାଇଛି ।

oxygen

ଅକ୍ସିଜେନ ନେଇଯାଉଥିବା ଟ୍ୟାଙ୍କର ଗୁଡିକର ସହଜ ଯାତୟତ ପାଇଁ ଏକ ସ୍ବତନ୍ତ୍ର ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରକୁ ଅକ୍ସିଜେନ ନେଇଯାଉଥିବା ଟ୍ୟାଙ୍କର ଦୁଡିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ, ସେ ନେଇ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରଯାଇଛି ।

ଅନୁଗୁଲ ଜିଲ୍ଲାରୁ 18ଟି ଟ୍ୟାଙ୍କର ଯୋଗେ 278.7 ଟନ, ଢେଙ୍କାନାଳ ଜିଲ୍ଲାରୁ 14ଟି ଟ୍ୟାଙ୍କ ଯୋଗେ 231.16 ଟନ, ଯାଜପୁର ଜିଲ୍ଲାରୁ 33ଟି ଟ୍ୟାଙ୍କର ଯୋଗେ 702.74 ଟନ ଏବଂ ରାଉରକେରଲାରୁ 47ଟି ଟ୍ୟାଙ୍କର ଯୋଗେ 899.451 ଟନ ଅକ୍ସିଜେନ ବିଭିନ୍ ରାଜ୍ୟକୁ ପଠାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+