ସକାଳ ୧୧ଟା ସୁଦ୍ଧା ୨୧.୩୧% ମତଦାନ, ଦେବଗଡ଼ରେ ସର୍ବାଧିକ ମତଦାନ

Odisha Assembly Election 2024: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ସକାଳ ୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡ କରାଯାଇଛି । ତେବେ ପ୍ରବଳ ଖର, ଗୁଳୁଗୁଳି ସତ୍ତ୍ୱେ ଲୋକଙ୍କ ମଧ୍ୟରେ ମତଦାନ ପାଇଁ ଉତ୍ସାହ ଦେଖିବାକୁ ମିଳୁଛି ।

Odisha Assembly Election 2024

ରାଜ୍ୟରେ ଦେବଗଡ଼ରେ ସର୍ବାଧିକ ୨୪% ଭୋଟିଂ ହୋଇଛି । ସେହିପରି ଢେଙ୍କାନାଳରେ ୨୦.୯୨%, କେନ୍ଦୁଝରରେ ୨୦.୮୪ ପ୍ରତିଶତ, ଖୋର୍ଦ୍ଧାରେ ୨୧.୬୧ ପ୍ରତିଶତ. ମୟୂରଭଞ୍ଜରେ ୨୧.୨୪%, ନୟାଗଡ଼ରେ ୧୯.୩୦%, ପୁରୀରେ ୨୧.୬୪%, ସମ୍ବଲପୁରରେ ୨୨.୪୯ ପ୍ରତିଶତ ମତଦାନ ହୋଇଛି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମତସାବ୍ୟସ୍ତ କରୁଛନ୍ତି ଭୋଟର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+