ରାଜ୍ୟରେ ଖୋଲାଯିବ ୨୧ ହଜାର ୩ଶହ ନଳକୂପ, ମନ୍ତ୍ରୀ ଦେଲେ ସୂଚନା

ରାଜ୍ୟରେ ବଢିଛି ଜଳ ସଙ୍କଟ । ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ସରକାର ପାଣିକୁ ଗୁରୁତ୍ବ ଦେଉନଥିଲେ । ରାଜ୍ୟରେ ୫ଲକ୍ଷ ୨୦ ହଜାର ନଳକୂପ ଥିଲା ।

rabi nayak

୨୧ ହଜାର ୩ଶହ ନଳକୂପ ଖୋଳିବାକୁ ନୂଆ ସରକାର ଅନୁମୋଦନ ଦେଇଥିବା ମନ୍ତ୍ରୀ କହିଛନ୍ତି । ଜଳ ସଙ୍କଟର ଅଭିଯୋଗକୁ ବିଭାଗ ଗୁରୁତ୍ବ ଦେଉଛି । ଯେଉଁଠି ବି ଜନସାଧାରଣ ଅଭିଯୋଗ କରିବେ, ବିଭାଗ ୭ ଦିନ ମଧ୍ୟରେ ତା'ର ସମାଧାନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+