ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ; ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ । ୫ ବର୍ଷ ଭିତରେ ଯାହା ହୋଇ ନ ଥିଲା, ବର୍ଷକରେ ହୋଇଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଉତ୍କର୍ଷ ଓଡ଼ିଶାରେ ୧୩ ଲକ୍ଷ କୋଟି ଟଙ୍କାର MOU ହୋଇଥିଲା । MOU ପରେ ଗ୍ରାଉଣ୍ଡ ବ୍ରେକିଂରେ ବିଜେପି ସରକାର ସଫଳ ହୋଇଛି ।
ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ, ୩୦ ହଜାର ନିଯୁକ୍ତି ମିଳିବ।

କଳିଙ୍ଗ ନଗରରେ ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ MOU । ଉତ୍କର୍ଷ ଓଡ଼ିଶାର ୪ ମାସରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ।

206 industries approved within a year CM gives information

୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ, ୧ ଲକ୍ଷ ୧୦ହଜାର ନିଯୁକ୍ତି ପାଇବେ। ୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତି ସ୍ଥାପନ ହୋଇଛି'- ମୁଖ୍ୟମନ୍ତ୍ରୀ । ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+