Get Updates
Get notified of breaking news, exclusive insights, and must-see stories!

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୨୦୫ ଟ୍ରେନ୍: କେନ୍ଦ୍ର ରେଳମନ୍ତ୍ରୀ

ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଗଡ଼ିବ ୨୦୫ ଟ୍ରେନ୍। ଟ୍ରେନ୍ ଚଳାଚଳ ସହ ମୋବାଇଲ ଟିକେଟ୍ ବ୍ୟବସ୍ଥା କରାଯିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଗଡ଼ିବ ୨୦୫ ଟ୍ରେନ୍। ଟ୍ରେନ୍ ଚଳାଚଳ ସହ ମୋବାଇଲ ଟିକେଟ୍ ବ୍ୟବସ୍ଥା କରାଯିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Train

ସେହିପରି ପୁରୀ ବିଶ୍ବସ୍ତରୀୟ ଷ୍ଟେସନ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ । ସେ କହିଛନ୍ତି ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ କରାଯିବ । ବିଶ୍ଵସ୍ତରୀୟ ଷ୍ଟେସନ ବିଲ୍ଡିଙ୍ଗ ସହ ବଡ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା । ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲ୍ଡିଙ୍ଗ ହେବ ନିର୍ମାଣ।

Ashwini Vaishnaw

ପୁରୀରେ ଏୟାରପୋର୍ଟ ହେଉଥିବାରୁ ପୁରୀ-ଭୁବନେଶ୍ବର ପାଇଁ ଟ୍ରେନ୍ ଚଳାଚଳ କରାଯିବ । ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ ସହ ମୋବାଇଲ୍ ଟିକେଟ୍ ବ୍ୟବସ୍ଥା କରାଯିବ । ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛିବୋଲି ରେଳ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+