ପ୍ରକାଶ ପାଇଲା ୨୦୨୩-OCS ପ୍ରିମିଲ ରେଜଲ୍ଟ

Odisha News: ପ୍ରକାଶ ପାଇଲା ୨୦୨୩-OCS ପ୍ରିମିଲ ରେଜଲ୍ଟ । ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ ହୋଇଛନ୍ତି । ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା । OPSC ୱେବସାଇଟରୁ ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଜାଣିପାରିବେ । କୃତି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର OPSC ୱେବସାଇଟରେ ଉପଲବ୍ଧ ରହିଛି । ୨୦୨୪ ଡିସେମ୍ବର ୧୫ରେ OCS ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

2023-OCS Prelims Result
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+