IED ବିଷ୍ପୋରଣରେ ୨ ଯବାନ ଗୁରୁତର , ବିଷ୍ପୋରଣ ପରେ କମ୍ବିଂ ଜୋରଦାର କଲା ପୋଲିସ

ଭୁବନେଶ୍ୱର: ପୁଣି ଆକ୍ଟିଭ ହେଲେ ଲାଲବାହିନୀ । କିଛି ଦିନର ନିରବତା ପରେ ପୁଣି ପୁଲିସ- ମାଓବାଦୀ ହୋଇଛନ୍ତି ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ସୁଚନାନୁଯାୟୀ, କନ୍ଧମାଳ ଜିଲ୍ଲା

naxal attack

ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ପୂର୍ବରୁ ଜଙ୍ଗଲରେ ମାଓବାଦୀମାନେ IEDଖଞ୍ଜିଥିଲେ ଓ ଯାହାଫଳରେ ଏହି ବିସ୍ଫୋରଣ ଘଟିଥିଲା । ଆଉ ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ବିସ୍ଫୋରଣରେ ୨ ଏସଓଜି ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି ।

ମାଓବାଦୀମାନେ ଜଙ୍ଗଲରେ ଆହୁରି IEDଖଞ୍ଜିଥିବା ସନ୍ଦେହ କରାଯାଉଛି । ତେବେ ଏହି ବିସ୍ଫୋରଣ ପରେ କମ୍ବିଂ ଜୋରଦାର ଜାରି ରହିଛି । ଗୁରୁତର ଯବାନଙ୍କୁ ଉଦ୍ଧାର କରାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ ବାହିନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+