କଟକ ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ୍‌ ଘଟଣା; ୨ ୱାର୍ଡର ସସ୍‌ପେଣ୍ଡ୍‌

କଟକ ଚୌଦ୍ୱାର ଜେଲରୁ ଦୁଇ ଜଣ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି । ଅଲଗା ଅଲଗା ସେଲରେ ଥିଲେ ଦୁଇ ଜଣ କଏଦୀ । ହେଲେ ଆରିରେ ରଡ୍‍ କାଟି କିପରି ବାହାରକୁ ପଳାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ବ୍ୟବହାର କରୁଥିବା କମଳକୁ ଦଉଡି କରି ପାଚେରୀ ଡେଇଥିଲେ ଚମ୍ପଟ ମାରିଥିବା କଏଦୀ । ଘଟଣା ତଦନ୍ତ କରିବା ପାଇଁ କଟକ ରେଞ୍ଜ ଡିଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି ଜେଲ୍‍ ବିଭାଗ ଡିଜି ।

uspended
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+