ଡେପୁଟେସନରେ ଯିବେ ଆଉ ୨IPS, ବିଏସ୍ଏଫ୍ ଡିଆଇଜି ଭାବେ ନିଯୁକ୍ତ ହେବେ IPS ମିତ୍ରଭାନୁ ମହାପାତ୍ର
କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍ ଅଫିସର । ବିଏସଏଫ୍ ଆଇଜି ଭାବେ ଡେପୁଟେଶନରେ ଯିବେ ଆଇପିଏସ୍ ରବି କାନ୍ତ । ବିଏସଏଫ୍ ଡିଆଇଜି ଭାବେ ନିଯୁକ୍ତ ହେବେ ଆଇପିଏସ୍ ମିତ୍ରଭାନୁ ମହାପାତ୍ର ।

ପୂର୍ବସରକାରର ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବେଶ୍ ଖାସ୍ ଥିଲେ ରବି କାନ୍ତ ଏବଂ ମିତ୍ରଭାନୁ ମହାପାତ୍ର । ଦୁଇଜଣଯାକଙ୍କୁ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା । ସେମାନେ ଆଇପିଏସ୍ ମେସରେ ରହୁଥିଲେ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ଗିରଫ ସମୟରେ ପଦାକୁ ଆସିଥିଲା ।












Click it and Unblock the Notifications