ଏନ୍କାଉଣ୍ଟରରେ ୨ ମାଓବାଦୀ ନିହତ
ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଗୁଳି ବିନିମୟ ବେଳେ ୨ ମାଓବାଦୀ ମୃତ ନେଇ ସୂଚନା ।
ମାଲକାନଗିରି: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଗୁଳି ବିନିମୟ ବେଳେ ୨ ମାଓବାଦୀ ମୃତ ନେଇ ସୂଚନା । ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ । ଏନ୍କାଉଣ୍ଟର ନେଇ ଡିଜିପିଙ୍କ ପ୍ରେସ୍ମିଟ୍ ।

ପୋଲିସ ଏନ୍କାଉଣ୍ଟରରେ ୨ ମାଓବାଦୀ ମୃତ, ୨ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିପାରିଛି, ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ମିଳିଛି ବୋଲି ସୂଚନା ଦେଇଛନ୍ତି DGP । ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ ଜାରି ରହିଛି ସ୍ପେଶାଲ ଅପରେଶନ ଗ୍ରୁପ୍(SOG) ଓ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ (DVF) ମିଳିତ ଟିମ୍ ଏହି ସର୍ଚ୍ଚ ଅପରେସନ ଚଳାଇଛନ୍ତି।












Click it and Unblock the Notifications