ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର: ଟଳିଲେ ୨ ମାଓବାଦୀ
ମାଲକାନଗିରି:ଏନ୍କାଉଣ୍ଟରରେ ଟଳିଲେ ୨ ମାଓବାଦୀ। ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ଉସୁର-ବୁସାଗୁଡ଼ା-ପାମେଡ ଅଞ୍ଚଳରେ ଗୁଳିବିନିମୟ। DRG, STF, କୋବ୍ରା ଏବଂ CRPFର ଅପରେସନ ବେଳେ ଗୁଳିବିନିମୟ। ଯବାନଙ୍କ ପାଲଟା ଗୁଳିରେ ଟଳିଲେ ୨, ବିପୁଳ ମାରଣାସ୍ତ୍ର ଜବତ ।













Click it and Unblock the Notifications