କଟକ ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌

କଟକ ଚୌଦ୍ୱାର ଜେଲରୁ ୨ଜଣ ହାର୍ଡକୋର କଏଦୀ ଚମ୍ପଟ୍‍ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜେଲର ସେଲ୍‍ କାଟି ଦୁଇ ଜଣ ଫେରାର ହୋଇଯାଇଛନ୍ତି । ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍‍ ଘଟଣାରେ ଏହି ଦୁଇ ଜଣ ଧରାପଡିଥିଲେ । ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ କରି ଲୁଟି ନେଇ ପଳାଇବାକୁ ପ୍ରୟାସ କରିଥିଲେ । ଲୁଟେରାଙ୍କ ଗୁଳିମାଡରେ ଜଣଙ୍କର ଜୀବନ ଯାଇଥବଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଘଟଣାସ୍ଥଳରେ କାବୁ କରି ପୁଲିସ ଜିମା ଦେଇଥିଲେ ।

Cuttack Chaudhary Jail
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+