ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ଛତିଶଗଡ଼: ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ । ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟର । ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ AK-47 ଜବତ । ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି ।

2 hardcore Maoists killed in encounter

କୋଣ୍ଡାଗାଓଁ-ନାରାୟଣପୁର ସୀମା ବରଗୁମ ଜଂଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଡିଭିସିଏମ ଓ ଜଣେ ଏସିଏମ୍ କ୍ୟାଡର୍ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ହଲଧର ଓ ଏସିଏମ୍ କ୍ୟାଡର୍ ରାମେ। ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି। ଉଭୟଙ୍କ ନାଁରେ ଯଥାକ୍ରମ‌େ ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଡିଆରଜି ଓ ବସ୍ତର ଫାଇଟର୍ସ ପକ୍ଷରୁ ଗତକାଲି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।

ମୃତକ ହେଲେ ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ହଲଧର ଓ ରାମେ। ଉଭୟଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି। ଉଭୟଙ୍କ ନାଁରେ ଯଥାକ୍ରମ‌େ ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଡିଆରଜି ଓ ବସ୍ତର ଫାଇଟର୍ସ ପକ୍ଷରୁ ଗତକାଲି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+