Get Updates
Get notified of breaking news, exclusive insights, and must-see stories!

ବଲାଙ୍ଗିରରେ ଝାଡ଼ାବାନ୍ତି ଆତଙ୍କ, ୨ ମୃତ

Balangir News: ବଲାଙ୍ଗିରରେ ଝାଡ଼ାବାନ୍ତି ଆତଙ୍କ । ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟମାନଙ୍କର ଚିକିତ୍ସା ଗାଁରେ ଜାରି ରହିଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ଥିବା ନେଇ ସୂଚନା ରହିଛି ।

Balangir District

ସୂଚନା ଅନୁସାରେ, ମେଡିକାଲ ଟିମ୍ ପକ୍ଷରୁ ଏକ ଅସ୍ଥାୟୀ କ୍ୟାମ୍ପ ଲଗାଯାଇଛି । ଯେଉଁଥିରେ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ତେବେ କେଉଁ କାରଣରୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥାଇ ପାରେ ବୋଲି ସନ୍ଦେଶ କରାଯାଉଛି, ଯେଉଁଥି ପାଇଁ ପାଣି ନମୂନା ସଂଗ୍ରହ କରାଯାଇଛି ଏବଂ ପରୀକ୍ଷା ପାଇଁ ପଠାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+