Bhadrak News: nbsp;ଭଦ୍ରକ ପାଟୁଆ ଯାତ୍ରା ବେଳେ ବଡ଼ ଅଘଟଣ । ତିହିଡି ଥାନା ହାଟୁଆରି ଗାଁରେ ପାଟୁଆ ଯାତ୍ରା ଚାଲୁଥିବା ବେଳେ ଡିଜେ ଗାଡ଼ିରେ ବିଦ୍ୟୁତ ଲାଗି ୨ ମୃତ ଓ ୭ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଥିବା ନେଇ ସୂଚନା ।