ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ
ଜଳେଶ୍ୱର: ବସ୍ତା ଥାନା ଗାନ୍ଧୀ ଛକ ନିକଟରେ ଥିବା ଏକ ପୋଖରୀରେ ବୁଡ଼ି ୨ ଶିଶୁ କ୍ୟା ମୃତ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ଦୁଇ ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ମୃତ ୨ ଶିଶୁଙ୍କ ବୟସ ୫ ରୁ ୬ ବର୍ଷ ହୋଇଥିବା ନେଇ ଅନୁମାନ କରାଯାଉଛି । ତେବେ ମୃତ ୨ ଶିଶୁ କନ୍ୟା ସମ୍ପର୍କୀୟ ଭଉଣୀ ହୋଇଥିବା ନେଇ ସୂଚନା ରହିଛି।












Click it and Unblock the Notifications