୧୮,୦୦୦ କନିଷ୍ଠ ଶିକ୍ଷକ ପାଇବେ ନିଯୁକ୍ତି, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଉପରେ ଦିଆଯିବ ଗୁରୁତ୍ୱ: ଗଣଶିକ୍ଷା ମନ୍ତ୍ରୀ

ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମାଞ୍ଚଳରେ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ଗୁରୁତ୍ୱ ଦେବ । ଯେଉଁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି ସେଠି ଶିକ୍ଷକ ନିଯୁକ୍ତି ପାଇବେ । ବିଭାଗ ଏନେଇ ପଦକ୍ଷେପ ନେଉଛି । ଯେଉଁଠି ଶିକ୍ଷକ ପଦବୀ ଖାଲି ପଡ଼ିଛି ସେଠାରେ ପ୍ରାଥମିକ ପର୍ଯ୍ୟାୟରେ ଶିକ୍ଷକ ନିଯୁକ୍ତି ଦିଆଯିବ ।

ଫଳରେ ଡ୍ରପଆଉଟ୍ ସଂଖ୍ୟା ମଧ୍ୟ କମିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଯଦି କୌଣସି ସ୍ଥାନରୁ ନକଲି ଶିକ୍ଷକ ଘଟଣା ସାମ୍ନାକୁ ଆସେ ତାହା ଉପରେ ତଦନ୍ତ କରାଯିବ । ଏହାସହ ଅନେକ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ସ୍କୁଲ ନଥିବାରୁ ଏବଂ ସ୍କୁଲ ଦୂରରେ ହୋଇଥିବାରୁ ପିଲାମାନେ ଅଧାରୁ ପାଠପଢା ଛାଡିଦେଉଥିବା ଲକ୍ଷ୍ୟ କରାଯାଉଛି ।

mass Education Minister

ପ୍ରଥମ ପର୍ୟ୍ୟାୟରେ ୧୦ଟି ସ୍କୁଲକୁ ଅପଗ୍ରେଡ କରାଯିବ । ଏହାସହ ପିଲାମାନଙ୍କ ପାଠପଢା, ହଷ୍ଟେଲ ଓ ଖାଦ୍ୟର ମାନ ଯାଞ୍ଚ କରିବେ ବିଭାଗୀୟ ଅଧିକାରୀ ଓ ସଚିବ। ପିଲାମାନେ ପାଠ ପଢିବାକୁ ଉତ୍ସାହିତ କରିବାକୁ ବିଭାଗ ପଦକ୍ଷେପ ନେବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+