Get Updates
Get notified of breaking news, exclusive insights, and must-see stories!

୪ ବର୍ଷରେ ନଦୀରେ ବୁଡ଼ି ଯାଇଛି ୧୭୫୦ ଜୀବନ

୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ। ଆଜି ଏ ନେଇ ବିଧାନସଭାରେ ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ସମୁଦ୍ର ନେଇଛି ୮୨ ପ୍ରାଣ। ୨୦୨୨-୨୦୨୫ ମସିହା ଭିତରେ ଆସିଥିବା ଏହି ତଥ୍ୟ ଉଦବେଗଜନକ ରହିଛି। କଟକରେ ସର୍ବାଧିକ ୧୭୯, କେନ୍ଦ୍ରାପଡ଼ାରେ ୧୧୦, ମୟୂରଭଞ୍ଜରେ ୧୫୪, ସମ୍ବଲପୁରରେ ୧୦୭, କେନ୍ଦୁଝରରେ ୧୬୦ ର ଚିତ୍ର ଚିନ୍ତା ବଢ଼ାଇ ଦେଇଛି। କେବଳ ୨୦୨୫ ମସିହାରେ ୪୨୭ ଜଣ ନଦୀରେ ବୁଡି ମରିଛନ୍ତି।

mohan majhi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+