ଆଇଫୋନ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ପଞ୍ଜାବର ପଟିଆଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ରାଜପୁରାର ରେଳ ଲାଇନରୁ ନବଜୋତ ନାମକ ଜଣେ ୧୭ ବର୍ଷୀୟ ନାବାଳକର ମୃତଦେହ ଦୁଇଟି ଭାଗରେ ଉଦ୍ଧାର କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ମୃତକଙ୍କୁ ତାଙ୍କ ନିଜ ବନ୍ଧୁ ହତ୍ୟା କରିଛନ୍ତି, ଅଭିଯୁକ୍ତଙ୍କ ବୟସ ପ୍ରାୟ ୧୬ ବର୍ଷ ଏବଂ ନାମ ଅମନଜୋତ ସିଂହ।

ସୂଚନା ମୁତାବକ, ନବଜୋତଙ୍କ ହତ୍ୟାର ଗୋଟିଏ ଦିନ ପୂର୍ବରୁ ନବଜୋତଙ୍କ ଜନ୍ମଦିନ ଥିଲା ଏବଂ ସେ ତାଙ୍କ ବନ୍ଧୁଙ୍କ ସହିତ ବାହାରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନର ଗୋଟିଏ ଦିନ ପରେ ନବଜୋତ ମାର୍ଚ୍ଚ ୨୫ତାରିଖରେ ସାଙ୍ଗମାନଙ୍କ ସହ ହରିଦ୍ବାର ବୁଲିବାକୁ ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ପରେ, ସେ ତାଙ୍କ ପିତାମାତାଙ୍କୁ ଫୋନ୍ କରି କହିଥିଲେ ଯେ ସେ ହରିଦ୍ୱାର ନଯାଇ ଘରକୁ ଫେରୁଛନ୍ତି। ହେଲେ ସେ ଆଉ ଘରକୁ ଫେରିନଥିଲେ।

17-Year-Old Killed By A Friend In Punjab Over iPhone 11

ସେହି ରାତିରେ, ପୁଲିସକୁ ରେଳ ଷ୍ଟେସନରୁ ଏକ ମୃତଦେହ ମିଳିଥିଲା। ଦେଖାଯାଇଥିବାର ଫୋନ୍ ଆସିଥିଲା। ମୃତଦେହଟିଦୁଇ ଫାଳ ହୋଇଯାଇଥିବା ଦେଖାଯାଇଥିଲା। ପରିଚୟ ନମିଳିବାରୁ ପୁଲିସ ନବଜୋତଙ୍କ ପୋଷ୍ଟ ପାଖ ଗାଁରେ ଲଗାଇଥିଲେ। ମାର୍ଚ୍ଚ ୩୦ରେ ନବଜୋତଙ୍କ ବାପା ପୁଅକୁ ଖୋଜି ଖୋଜି ପୁଲିସ ଷ୍ଟେସନରେ ପହଞ୍ଚଥିଲେ। ପଚରାଉଚରା ସମୟରେ ନବଜୋତ ନିଜ ସାଙ୍ଗ ଅମନଜୋତଙ୍କ ସହ ବାହାରକୁ ଯାଇଥିବା ଜଣାପଡ଼ିଥିଲା।

ପରେ ଜଣାପଡିଲା ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ ଦୁଇ ଖଣ୍ଡ କରି ରେଳ ଟ୍ରାକରେ ଫିଙ୍ଗି ଦିଆଯାଇଥିଲା। ବର୍ତ୍ତମାନ, ମୃତ ଯୁବକଙ୍କ ହତ୍ୟାକାରୀ ୧୬ ବର୍ଷୀୟ ଅମନଜୋତକୁ ଗିରଫ କରାଯାଇଛି ଏବଂ କୋର୍ଟରେ ହାଜର କରାଯିବା ପରେ, ତାଙ୍କୁ ବାଳ ସୁଧାର ଗୃହକୁ ପଠାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+