ସିଙ୍ଗିଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ
ସିଙ୍ଗିଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ । ଉତ୍କର୍ଷ ଓଡ଼ିଶା ପୂର୍ବରୁ ସିଙ୍ଗିଲ ୱିଣ୍ଡୋ ବୈଠକରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ। ୩୮୮୩ କୋଟି ଟଙ୍କାର ନିବେଶରେ ରାଜ୍ୟ ଶିଳ୍ପ ରୂପାନ୍ତରଣକୁ ଗୁରୁତ୍ୱ। ଇସ୍ପାତ, ଔଷଧ, ରାସାୟନ ଏବଂ ଗ୍ରୀନ ଏନର୍ଜୀ ଶିଳ୍ପକୁ ଶକ୍ତି ଦେବ। ରାଜ୍ୟରେ ୧୨ ହଜାର ୨୮୦ ନିଯୁକ୍ତି ସୃଷ୍ଟି ହେବ ।













Click it and Unblock the Notifications