ଭଦ୍ରକ: ଧାମନଗର NACରୁ ହଟିଲା ୧୬୩ କଟକଣା । ଧୋବଲ ସହ ଆଖପାଖ ଅଞ୍ଚଳରୁ ମଧ୍ୟ ହଟିଲା ୧୬୩। ଆଜି ଠାରୁ କଟକଣା ହଟିବା ନେଇ ସୂଚନା ଦେଲେ ଉପଜିଲ୍ଲାପାଳ। ଗତ ମାସ ୨୭ ତାରିଖରୁ ଜାରି ରହିଥିଲା ୧୬୩ ଧାରା।