ବିଜେପି ସରକାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛି। ଏଥିରେ ସବୁ ପ୍ରମୁଖ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି।ବିଶେଷ କରି ଗ୍ରୀନ୍ ଓଡ଼ିଶା ବୈଦ୍ୟୁତିକ ଯାନ ଯୋଜନା ପାଇଁ ୧୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି