Get Updates
Get notified of breaking news, exclusive insights, and must-see stories!

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା;ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୧ ହଜାର ୨୫୨ କ୍ୟୁସେକ୍ ଜଳ ପ୍ରବେଶ

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା । ଏବେ ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ । ହୀରାକୁଦ ଡ୍ୟାମ୍‌ ବାମପଟର ୧୧ ଗେଟ୍‌ ଖୋଲା । ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ।

ହୀରାକୁଦ ଜଳସ୍ତର ୬୦୫ ଦଶମିକ ୩୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୧ ହଜାର ୨୫୨ କ୍ୟୁସେକ୍ ଜଳ ପ୍ରବେଶ ।
ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୮ ହଜାର ୪୬୯ କ୍ୟୁସେକ୍ ଜଳ ନିଷ୍କାସିତ ।

16 gates of Hirakud reservoir open

ସ୍ପିଲ୍‌ୱେ ପାଇଁ ଯାଉଛି ୨ ଲକ୍ଷ ୩୧ ହଜାର ୬୬୪ କ୍ୟୁସେକ୍ ପାଣି।
ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୫୭୦ କ୍ୟୁସେକ୍ ପାଣି।
ହୀରାକୁଦରେ ୬୪ ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+