ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ୧୫୭ ପୁରୁଷ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

Subhadra Yojana: ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ । ରାଜ୍ୟରେ ୧୭୫ ପୁରୁଷ ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Subhadra Yojana

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ରାଜ୍ୟରେ ପ୍ରାୟ ୧୭୫ ପୁରୁଷ ମଧ୍ୟ ସୁଭଦ୍ରା ଆପ୍ଲିକାଣ୍ଟ ମଧ୍ୟରେ ରହିଛନ୍ତି । ସଟିଂ ବେଳେ ଏହି ଡାଟା ସାମ୍ନାକୁ ଆସିଥିଲା । ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ଏହା ସ୍ପଷ୍ଟ ହୋଇଥିଲା । ଯାହା ପରେ ସେମାନଙ୍କୁ ବାଦ୍ ଦିଆଯାଇଛି ।

ସେହିପରି ଯେଉଁ ମାନେ ମାଇଗ୍ରାଣ୍ଟ ଅଛନ୍ତି ଅର୍ଥାତ୍ ଯେଉଁ ଓଡିଆ ମହିଳା ମାନେ ଓଡ଼ିଶା ବାହାରେ ରହୁଛନ୍ତି ଏବଂ ସେମାନେ ସୁଭଦ୍ରା ଟଙ୍କା ପାଇବା ଯୋଗ୍ୟ ସେମାନେ ସୁଭଦ୍ରା ପାଇପାରିବେ । ତୁରନ୍ତ ଆଦେନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+