୧୦୮ ଆମ୍ୱୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ୱୁଲାନ୍ସ, ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ
୧୦୮ ଆମ୍ୱୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ୱୁଲାନ୍ସ । ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର ଯୋଜନା ଅଛି। ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହେଲା ୧୫୦ଟି ନୂଆ ୧୦୮ ଆମ୍ୱୁଲାନ୍ସ ।













Click it and Unblock the Notifications