ରାବଣପୋଡି ବେଳେ ୧୫୦ ମୋବାଇଲ୍‍ ଚୋରି

ଭୁବନେଶ୍ୱରରେ ଗୁରୁବାର ରାତିରେ ରାବଣପୋଡି ବେଳେ ମୋବାଇଲ୍‍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବରମୁଣ୍ଡା ଦଶହରା ପଡିଆରୁ ୧୫୦ରୁ ଉଦ୍ଧ୍ୱର୍ ମୋବାଇଲ୍‍ ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।

ଯେଉଁମାନଙ୍କର ମୋବାଇଲ୍‍ ଚୋରି ହୋଇଥିଲା ସେମାନେ ଥାନାରେ ଅଭିଯୋଗ କରିବାକୁ ଭିଡ଼ ଜମାଇଥିଲେ । ଗୁରୁବାର ବିଜୟା ଦଶମୀ ରହିଥିବା ବେଳେ ମା'ଙ୍କ ଦର୍ଶନ କରିବାକୁ ରାଜଧାନୀର ବିଭିନ୍ନ ମଣ୍ଡରେ ପ୍ରବଳ ଭିଡ଼ ଜମିଥିଲା । ଏହାସହିତ ରାବଣ ପୋଡି ଦେଖିବାକୁ ମଧ୍ୟ ପ୍ରବଳ ଗହଳି ହୋଇଥିବା ଏହାର ଫାଇଦା ଉଠାଇଥିଲେ ଲୁଟେରା ।

150 mobile phones stolen during Ravanpodi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+