ଶିମିଳିପାଳରେ ୧୪ ନୂଆ ଅଲୱେଦର୍ କଷ୍ଟମାଇଜ୍ ବୋଲେରୋ

Shimilipal: ଶିମିଳିପାଳରେ ୧୪ ନୂଆ ଅଲୱେଦର୍ କଷ୍ଟମାଇଜ୍ ବୋଲେରୋ ମୁତୟନ କରାଯିବ । ଅଭୟାରଣ୍ୟରେ ବାଘଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହି ସମସ୍ତ ଗାଡି ରଙ୍ଗ ଅଲିଭ ଗ୍ରୀନ୍ ରଖାଯାଇଛି, ଏହା ସ୍ୱତନ୍ତ୍ର ଭାବେ ଶିମିଳିରାଳ ପାଇଁ ଡିଜାଇନ୍ କରାଯାଇଛି, ସେହିପରି ଏଥିରେ ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ଲଗାଯାଇଛି , ଯାହା ଦ୍ୱାରା ସହଜରେ ରାତିରେ ପାଟ୍ରୋଲିଂ କରାଯାଇ ପାରିବ ଏବଂ ଜୀବଜନ୍ତୁଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହଜ ହେବ । ବର୍ଷା ଋତୁରେ ମଧ୍ୟ ରେସକ୍ୟୁ ଅପରେସନ ବେଶ ସହାୟକ ହେବ ।

 Shimilipal,

ତେବେ ଆଜି ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ମନ୍ତ୍ରୀ ଏହି ୧୪ଟି ଗାଡ଼ିର ଶୁଭାରମ୍ଭ କରିବେ । ଆସନ୍ତାକାଲି ଅର୍ଥାତ୍ ୩୦ ଜାରୁଆରୀ ୨୦୨୩ ଠାରୁ ଶିମିଳିପାଳରେ ଏହି ସମସ୍ତ ଗାଡ଼ି ମୁତୟନ କରାଯିବ । ଏହି ଗାଡି ମୁତୟନ ହେବା ଦ୍ୱାରା ଶିମିଳିପାଳରେ ସବୁ ଅଞ୍ଚଳେ କାଠ ମାଫିଆ ଓ ଶିକାରୀଙ୍କ ଉପରେ ନଜର ରଖାଯାଇ ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+