Get Updates
Get notified of breaking news, exclusive insights, and must-see stories!

ବାତ୍ୟା 'ମୋନ୍ଥା' ବେଳେ ୧୩୬ ଶିଶୁ ଜନ୍ମ,୬୭ ପୁଅ ଓ ୬୯ ଝିଅ

ବାତ୍ୟା 'ମୋନ୍ଥା' ବେଳେ କୋରାପୁଟ ଜିଲ୍ଲାରେ ୧୩୬ ଶିଶୁ ଜନ୍ମ , ଜନ୍ମ ହୋଇଥିବା ୧୩୬ ଶିଶୁଙ୍କ ମଧ୍ୟରୁ ୬୭ ପୁଅ ଓ ୬୯ ଝିଅ। ସମସ୍ତ ନବଜାତ ଶିଶୁ ଓ ମା' ସୁସ୍ଥ ଅଛନ୍ତି । ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ବାତ୍ୟା ମୋନ୍ଥା ଚାଲିଥିବା ବେଳେ ଜିଲାର ବିଭିନ୍ନ ମେଡିକାଲ ଓ ମା' ଘରେ ମୋଟ୍‌ ୩୩୨ ଜଣ ଗର୍ଭବତୀ ମା'ଙ୍କୁ ରଖାଯାଇଥିଲା।

Cyclone Montha

ସେଥିମଧ୍ୟରୁ ମା' ଘରେ ୧୬୦ ଜଣଙ୍କୁ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭୨ ଜଣଙ୍କୁ ରଖାଯାଇଥିଲା। ଗତ ୨୬ ଓ ୨୮ ତାରିଖରେ ଏହି ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ଶିଶୁମାନଙ୍କ ମଧ୍ୟରେ ୨ଟି ଜାଆଁଳା ରହିଥିବା ସେ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+