ଦୋଳି ସାଜିଲା କାଳ

13-year old girl dies of heart attack .ଦୋଳିରୋ ବସିବା ପରେ ହୃଦଘାତର ଶିକାର ହୋଇଥିଲେ ନାବାଳିକା ।

କୋରାପୁଟ: ରଥାଯାତ୍ରାରେ ବେଶ ଖୁସିରେ ଘରୁ ମିନାବଜାର ବୁଲିଯିବା ପାଇଁ ବାହାରିଥିଲା ୧୩ ବର୍ଷିୟ ଆଲଫିଆ ବାନ । ହେଲେ ଏହି ଖୁସୀ ଥିଲା ମାତ୍ରେ କିଛି କ୍ଷଣ ପାଇଁ ।ରଥଯାତ୍ରା ପାଇଁ କୋରାପୁଟ ଜିଲ୍ଲା କୋଟପାଡ଼ରେ ମିନାବଜାର ଆୟୋଜନ କରାଯାଇଛି । ଭଳିକି ଭଳି ଦୋଳି ଲାଗିଥିବା ବେଳେ ବ୍ରେକଡ୍ୟାନ୍ସର ମଜାନେବା ପାଇଁ ପହଁଚିଥିଲା କୋଟପାଡ଼ ମିର୍ଗାନସାହି ନିବାସୀ ମହମ୍ମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନ । ହେଲେ ଦୋଳିରେ ବସିବା ପରେ ହୃଦଘାତର ଶିକାର ହୋଇଥିଲେ ନାବାଳିକା ।

KORAPUT

ତାଙ୍କୁ ତୁରନ୍ତ କୋଟପାଟ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ତେବେ ଦୋଳିରେ ଗୋଟୋ ରାଉଣ୍ତ ବୁଲିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଝୁଲା ଅଟକିବା ପୂର୍ବରୁ ହିଁ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏଭଳି ଘଟଣା ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+