ପାରାଦୀପରେ ଦୁଇଟି ଟ୍ରଲରର ମିଳୁ ନାହିଁ ପତ୍ତା, ନିଖୋଜ ୧୩ ମତ୍ସ୍ୟଜୀବୀ
ପାରାଦୀପରେ ଦୁଇଟି ଟ୍ରଲରର ମିଳୁ ନାହିଁ ପତ୍ତା, ନିଖୋଜ ୧୩ ମତ୍ସ୍ୟଜୀବୀ
ଜଗତସିଂହପୁର: ଗତ ୪ ଦିନ ହେଲା ନିଖୋଜ ଅଛି ୨ଟି ଟ୍ରଲର । ଯେଉଁଥିରେ ୧୩ ମତ୍ସ୍ୟଜୀବୀ ଥିବା ନେଇ ସୂଚନା ରହିଛି । ଅନେକ ଖୋଜା ଖୋଜି ପରେ ବିଫଳ ହେବା ପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀବାହିନୀ ଏବଂ ସାମୁଦ୍ରିକ ଥାନା ପୋଲିସକୁ ଏହି ସମ୍ପର୍କରେ ଏକ ଚିଠି ଲେଖିଛନ୍ତି ।













Click it and Unblock the Notifications