୨ ଦିନ ହେଲା ଟ୍ୟୁସନରୁ ଘରକୁ ଫେରିନି ୧୨ ବର୍ଷର ପୁଅ, ଧୈର୍ଯ୍ୟହରା ମା' କରିଛି ଅପେକ୍ଷା

୨ ଦିନ ହେଲା ଟ୍ୟୁସନରୁ ଘରକୁ ଫେରିନି ୧୨ ବର୍ଷର ପୁଅ, ଧୈର୍ଯ୍ୟହରା ମା' କରିଛି ଅପେକ୍ଷା

ନୟାଗଡ଼: ୨ ଦିନ ହେଲା ଟ୍ୟୁସନରୁ ଘରକୁ ଫେରିନି ୧୨ ବର୍ଷର ପୁଅ ଅମ୍ରିତ । ଦାଣ୍ତରେ ଅପେକ୍ଷା କରି ବସିଛି ଅସହାୟ ମା' । ବାଉଁଶ ବୁଦାରୁ ମିଳିଛି ଅମ୍ରିତଙ୍କ ସାଇକେଲ୍ । ଏନେଇ ଅଭିଯୋଗ ପରେ ପୋଲିସର ଦୁଇଟି ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଗାଁକୁ ଆସି ଖୋଜାଖୋଜି ଆରମ୍ଭ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ କିଛି ସଫଳତା ମିଳିପାରି ନାହିଁ ।

Nayagarh

ସୂଚନା ଅନୁସାରେ, ନୟାଗଡ଼ା ଓଡଗାଁ କୁରାଳ ସୁବୁଦ୍ଧି ସାହିର ଏହି ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ୨ ଦିନ ହେଲା ଟ୍ୟୁସନରୁ ଘରକୁ ଫେରିନି ୧୨ ବର୍ଷର ପୁଅ ଅମ୍ରିତ । ପରିବାର ସୂଚନା ଅନୁସାରେ, ୭ଟା ୧୫ ମିନିଟରେ ଅମ୍ରିତ ଟ୍ୟୁସନରୁ ବାହାରିଥିଲେ ହେଲେ ସେ ଘରେ ପହଁଚି ନଥିଲେ । ନିଖୋଜ ଶିଶୁ ଜଣଙ୍କ ହେଲେ କାଳିଆ ପାତ୍ରଙ୍କ ପୁଅ ଅମ୍ରିତ ପାତ୍ର । ତେବେ ପୁଅକୁ କେହି ଅପହରଣ କରିନେଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ଖୋଜାଖୋଜି କରୁଛି ହେଲେ ଅମ୍ରିତଙ୍କର କୌଣସି ପତ୍ତା ମିଳୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+