୫ ଦିନ ପରେ ଉଦ୍ଧାର ହେଲେ ଅମ୍ରିତ
୫ ଦିନ ପରେ ଉଦ୍ଧାର ହେଲେ ଅମ୍ରିତ
ନୟାଗଡ଼: ୫ ଦିନ ପରେ ଉଦ୍ଧାର ହେଲେ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର । ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାତିରେ ତାଙ୍କୁ କେହି ଘର ପାଖରେ ଛାଡି଼ ଦେଇଥିବା ନେଇ ସୂଚନା ରହିଛି ।













Click it and Unblock the Notifications