Get Updates
Get notified of breaking news, exclusive insights, and must-see stories!

ହୀରାକୁଦ ଡ୍ୟାମର ଆଉ ୧୨ଟି ଗେଟ୍‌ ବନ୍ଦ; ୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୧୨ଟି ଗେଟ୍‌ ବନ୍ଦ । ଏବେ ୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ବନ୍ଦ କରାଗଲା ଗେଟ୍‌ ।

HIRAKUD Dam

ଖବର ମୁତାବକ, ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳ ସ୍ତର ବଢିବାରେ ଲାଗିଥିଲା । ଯାହାକୁ ନେଇ ଗତ ମଙ୍ଗଳବାର ୧୪ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଉକ୍ତ ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୯୭ ଫୁଟ୍ ରହିଥିଲା ।

ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୨ ଲକ୍ଷ ୧୭ ହଜାର ୧୦୬ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ, ଡ୍ୟାମ୍ ଭିତରୁ ୨ ଲକ୍ଷ ୫୫ ହଜାର ୭୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ଆଜି ଡ୍ୟମ୍‌ର ୧୨ଟି ଗେଟ୍ ବନ୍ଦ କରାଯାଇଛି । ତେଣୁ ଏବେ କେବଳ ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+