ରାଜ୍ୟରେ କାୟା ମେଲାଉଛି କରୋନା ,ଗତ ୨୪ଘଣ୍ଟା ମଧ୍ୟରେ ୧୦୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ODISHA ,ODIA NEWS ,ODISHA CORONA NEWS ,CORONA UPDATE , I &PR ,ରାଜ୍ୟରେ କାୟା ମେଲାଉଛି କରୋନା ,ଗତ ୨୪ଘଣ୍ଟା ମଧ୍ୟରେ ୧୦୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦୦ ଟପିଲାଣି । ଗତ ୨୪ଘଣ୍ଟା ମଧ୍ୟରେ ୧୦୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୧୨୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ପିଜିଟିଭ୍ ଚିହ୍ନଟ । ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ୧୦୬୫ ଜଣେ କରୋନା ପଜେଟିଭି ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇଟି ଜିଲ୍ଲାରେ
ସଂକ୍ରମଣ ସୂଚନା ନାହିଁ ।ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୩୬୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗତ କାଲି ରାଜ୍ୟରେ ୧୦୪୩ ଜଣ ପଜେଟିଭି ଚିହ୍ନଟ ହୋଇଥିଲେ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ଜଣ ଚିହ୍ନଟ ହୋଇଥିବା ବେଳେ ,କଟକରୁ ୧୩୫ ,ବାଲେଶ୍ବର ୧୪ ଜଣ, ଭଦ୍ରକରୁ ୫ , ବଲାଙ୍ଗୀରରୁ ୮ , ବୌଦ୍ଧରୁ ୧ , ଦେବଗଡ଼ରୁ ୫ , ଢେଙ୍କାନାଳରୁ ୨, ଗଜପତିରୁ ୩ , ଗଞ୍ଜାମରୁ ୬ ,ଜଗତସିଂହପୁରରୁ ୨୧ , ଯାଜପୁରରୁ ୨୧, ଝାରସୁଗୁଡ଼ାରୁ ୧୮ , କଳାହାଣ୍ଡି ଜିଲ୍ଲାରୁ ୧୪ , କନ୍ଧମାଳରୁ ୬ ,
କେନ୍ଦ୍ରାପଡ଼ା ୧୮ ,ପୁରୀରୁ ୪୪ , ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୫୮, ସୋନପୁରରୁ ୩୧ , ସୁନ୍ଦରଗଡ଼ରୁ ୧୧୧କେନ୍ଦୁଝରରୁ ୬ , କୋରାପୁଟ ୩ ଜଣ ମାଲକାନଗିରିରୁ ୧ , ମୟୂରଭଞ୍ଜରୁ ୫୨ , ନବରଙ୍ଗପୁରରୁ ୫ , ନୟାଗଡ଼ ୧୮ , ନୂଆପଡ଼ାରୁ ୧୧ଓ ଷ୍ଟେଟପୁଲରୁ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 15th July
New Positive Cases: 1065
Of which 0-18 years: 122
In quarantine: 624
Local contacts: 441(Details of local contacts will be shared by concerned District)
1. Balasore: 14
— I & PR Department, Odisha (@IPR_Odisha) July 16, 2022
2. Bhadrak: 5
3. Balangir: 8
4. Boudh: 1
5. Cuttack: 135
6. Deogarh: 5
ଅନ୍ୟପଟେ ରାଜ୍ୟରେ ଆକ୍ଟିଭ କେସ୍ ବି ୫୩୭୬ ରହିଥିବା ବେଳେ । ୧୨,୮୩, ୬୮୩ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୮, ୨୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications