CDA'ରେ ମିଶିବ ୧୦୨ଟି ଗାଁ

Odisha News: ବଢିବ କଟକର କଳେବର,CDA'ରେ ମିଶିବ ଆଖପାଖରେ ଥିବା ୧୦୨ଟି ଗାଁ । ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ସିଡିଏ କର୍ତ୍ତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ସିଡିଏ ଉପାଧ୍ୟକ୍ଷ ଅନାମ ସାହୁ । ସେହିପରି ଏହାର ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବ କଟକ ମହାନଗର ନିଗମ ଏବଂ ଗାଁରେ ସହର ପରି ସୁବିଧା ସୁଯୋଦ କିପରି ମିଳିବ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ୪୨ ମୌଜା ଓ ସାଲେପୁର ଅଞ୍ଚଳର କିଛି ଗାଁ ସିଡିଏରେ ସାମିଲ ହୋଇପାରେ ଯେଉଁଥି ପାଇଁ ସର୍ଭେ ଜାରି ରହିଛି ।

CDA

ସିଡିଏ ଉପାଧ୍ୟକ୍ଷଙ୍କ ସୂଚନା ଅନୁସାରେ, ଖୁବଶୀଘ୍ର ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବ । ତେବେ ଗାଁରେ ସରହର ପରି କିପରି ସୁବିଧା ଲୋକେ ପାଇ ପାରିବେ ସେନେଇ ବ୍ୟବସ୍ଥା କରାଯିବ । ପାନିୟଜଳ, ବିଦ୍ୟୁତ୍, ପରିମଳ,ରାସ୍ତା ଘାଟର ଉନ୍ନତ ସୁବିଧା ଯୋଗା ଦିଆଯିବ । ପୂର୍ବରୁ ୨୮୭ଟି ଗାଁର ସିଡିଏ ସହ ମିଶିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+