କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ

ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା କହିଛନ୍ତି।

କୋରାପୁଟରେ ୯୦%, କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଛି। ଆନ୍ଧ୍ର ବହୁ ପଛରେ ରହିଛି। କେବଳ ହଟଚମଟ ପାଇଁ ପ୍ରୟାସ କରାଯାଉଛି। ଗଜପତି ଏବଂ ବାଲେଶ୍ୱର ସୀମାନ୍ତବର୍ତ୍ତୀ ଜିଲାରେ ମଧ୍ୟ ଘରଗଣନା ଶେଷ ହୋଇଛି। ଦେଶରେ ଜନଗଣନା ସଫଳତା କରିବାରେ ଓଡ଼ିଶା ୧ ନମ୍ୱର ହେବ ବୋଲି ମନ୍ତ୍ରୀ ପୂଜାରୀ ଗଣମାଧ୍‌ମ ଆଗରେ ପ୍ରକାଶ କରିଛନ୍ତି।

Minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+