ରାଜ୍ୟର ୧୦ ସହର ୩୭ ଡିଗ୍ରୀ ଉପରେ, ୩୮.୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ

ଆଜି ରାଜ୍ୟର ୧୦ ସହରରେ ଆଜିର ତାପମାତ୍ରା ୩୭ ପାର୍ କରିଛି । ସବୁଠୁ ଆଗରେ ଅଛି ବୌଦ୍ଧ । ରବିବାର ବୌଦ୍ଧରେ ସର୍ବାଧିକ ୩୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୮.୧, ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି ।

temperature

ଫେବୃଆରୀ ଆପେକ୍ଷା ମାର୍ଚ୍ଚରେ ତାପମାତ୍ରା ବଢ଼ିବା ନେଇ ଆଶଙ୍କା କରାଯାଇଛି । ଯେଉଁ କାରଣରୁ ଗରମରୁ ରକ୍ଷ୍ୟା ପାଇବା ପାଇଁ ଆବଶ୍ୟକତା ଅନୁସାରେ ସତର୍କ ରହିବାକୁ ପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+