ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ
Odisha News: ଖୁବଶୀଘ୍ର ଗୃହ ବିଭାଗରେ ବାହାରିବ ନିଯୁକ୍ତି, ପୂରଣ ହେବ ୧୦ ହଜାର ପଦବୀ । ଏନେଇ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ତେବେ କମିଶନରେଟ୍ ପୋଲିସ ପକ୍ଷରୁ ନୂଚନ ସେବା ଲୋକର୍ପିତ ହୋଇଛି । ଏହି ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଉଦଘାଟନ ବେଳେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୃହ ରଖି ପଦବୀ ବଢାଇ ୫୦୦୦ କରାଯିବ । ୨,୪୧୬ ପଦବୀରୁ ୫ ହଜାରକୁ ବୃଦ୍ଧି କରାଯିବ । ବିଭାଗକୁ ପଦବୀ ବଢାଇ ଖୁବ୍ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରାଯିବ ।












Click it and Unblock the Notifications